ଭୁବନେଶ୍ୱର : ସଭ୍ୟ ସଂଗ୍ରହ ଅଭିଯାନରେ ନବୀନଙ୍କ ସମ୍ବୋଧନ । ବିଜେଡି ସରକାରରେ ବହୁତ ଭଲ କାମ ହୋଇଛି । ଆମ ଯୋଜନା ଅନ୍ୟମାନଙ୍କ ପାଇଁ ମଡେଲ । ଭାରତ ସରକାର ଆମର ଅନେକ ଯୋଜନା ଆପଣାଇଛନ୍ତି । ଭୋଟ୍ ବ୍ୟାଙ୍କ ସୃଷ୍ଟି କେବେବି ଆମର ଲକ୍ଷ୍ୟ ନଥିଲା । ବିକାଶ ହେଉଛି ଆମର ଫୋକସ । ବିଜେଡି ହେଉଛି ଏକ ନମ୍ବର ଦଳ । ଗତ ନିର୍ବାଚନରେ ଆମେ ଅଧିକ ଭୋଟ ପାଇଛୁ । ଭୋଟ୍ ପ୍ରତିଶତ ମଧ୍ୟ ଅଧିକ ରହିଛି । ବିଜେଡି ଓଡିଶାବାସୀଙ୍କ ହୃଦୟରେ ଅଛି ।










