23.1 C
Bhubaneswar
Sunday, March 22, 2026
Homeଓଡିଶାପରାଜୟ ପରେ ଦୁଃଖରେ ବିଜେଡି: ଧର୍ମେନ୍ଦ୍ର

ପରାଜୟ ପରେ ଦୁଃଖରେ ବିଜେଡି: ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବିଜେଡି କୁ ନେଇ ବଡ ବୟାନ ଦେଇଛନ୍ତି । ପରାଜୟ ପରେ ଦୁଃଖରେ ବିଜେଡି ଅଛି ବୋଲି ସେ କହିଛନ୍ତି । ବାଲଟ ପେପରକୁ ବିଜେଡିର ସମର୍ଥନ ପ୍ରସଙ୍ଗରେ ସେ ପ୍ରିତିକ୍ରୀୟା ରଖିଛନ୍ତି । ବିଜେଡି ହାରିଥିବା କାରଣରୁ ଦୁଃଖରେ ଅଛି । ବିଜେଡି ଜିତୁଥିବା ବେଳେ , ଇଭିଏମ ଠକ , ହାରିବା ପରେ ଭୁଲ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking