ଭୁବନେଶ୍ୱର: ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗରେ ବର୍ଷିଲେ ଜୟନାରାୟଣ । ବିଜେଡିକୁ ଟାର୍ଗେଟ କରି ବର୍ଷିଲେ ଜୟନାରାୟଣ ମିଶ୍ର । ବିଜେଡି ଭୋଟ ବ୍ୟାଙ୍କ ପାଇଁ ବଂଲାଦେଶୀଙ୍କୁ ଥଇଥାନ କରିଛି । ବିଜେଡି ନିଜ ବିଜୟ ପାଇଁ ସେମାନଙ୍କୁ ସାହାଯ୍ୟ କରିଛି । ବେଳ ଥାଉ କିଛି ବ୍ୟବସ୍ଥା କରିବାକୁ ପଡିବ କହିଛନ୍ତି ଜୟନାରାୟଣ ।










