24.1 C
Bhubaneswar
Friday, February 13, 2026
Homeଓଡିଶା୩ ନୂଆ କମିଟି ଗଠନ କଲା ବିଜେଡି

୩ ନୂଆ କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର : ୩ ନୂଆ କମିଟି ଗଠନ କଲା ବିଜେଡି । ୧୭ ଜଣ ସଦସ୍ୟଙ୍କୁ ନେଇ ଆଡଭାଇଜରୀ କମିଟି ଗଠନ କରାଯାଇଛି । ସେହିପରି ୨୨ ଜଣଙ୍କୁ ନେଇ ମେମ୍ବରସିପ୍ ଡ୍ରାଇଭ୍ କିମିଟି ଗଠନ ଓ କାର୍ଯ୍ୟକ୍ରମ କାର୍ଯ୍ୟନ୍ୱୟନ କମିଟିରେ ୨୧ ନେତାଙ୍କୁ ସାମିଲ କରାଯାଇଛି । ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

୧୭ ଆଡଭାଇଜରୀ କମିଟି ..
୧) ପ୍ରସନ୍ନ ଆଚାର୍ଯ୍ୟ
୨) ଉଷା ଦେବୀ
୩) ପ୍ରଡଫୁଲ ମଲ୍ଲିକ
୪) ଚନ୍ଦ୍ର ଶେଖର ସାହୁ
୫) ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୬) ପ୍ରଫୁଲ ସାମଲ
୭) ଅଶୋକ ଚନ୍ଦ୍ର ପଣ୍ଡା
୮) ପଦ୍ମନାଭ ବେହେରା
୯) ବଦ୍ରି ନାରାୟଣ ପାତ୍ର
୧୦) ମଙ୍ଗଳା କିଷନ
୧୧) ଭୁପେନ୍ଦ୍ର ସିଂହ
୧୨) ରବିନାରାୟଣ ନନ୍ଦ
୧୩) ଆୟୁବ ଖାନ୍‌
୧୪) ସରୋଜିନୀ ହେମ୍ବ୍ରମ
୧୫) ଶଷିଭୁଷଣ ବେହେରା
୧୬) ରଜନୀକାନ୍ତ ସିଂହ
୧୭) ଗଣେଶ୍ୱର ବେହେରା

୨୨ ମେମ୍ବରସିପ୍ ଡ୍ରାଇଭ୍ କମିଟି ..
୧) ଅତନୁ ସବ୍ୟସାଚୀ ନାୟକ
୨) ରଜେନ୍ଦ୍ର ଢ଼ୋଲକିଆ
୩) ଦିବ୍ୟଶଙ୍କର ମିଶ୍ର
୪)ରବିନ୍ଦ୍ର କୁମାର ଜେନା
୫)ଚନ୍ଦ୍ର ସାରଥୀ ବେହେରା
୬)ମୁଜିବୁଲ୍ଲା ଖାନ୍‌
୭)ଅନନ୍ତ ନାରାୟଣ ଜେନା
୮)ଅମର ମଲ୍ଲିକ
୯)ରାଜଶ୍ରୀ ମଲ୍ଲିକ
୧୦) ଜଗନ୍ନାଥ ସାରକା
୧୧)ବିଜୟ ନାୟକ
୧୨) ସର୍ମିଷ୍ଠା ସେଠୀ
୧୩) ଉମାକାନ୍ତ ସମାନ୍ତରାୟ
୧୪)ସଞ୍ଜୀବ କୁମାର ମଲ୍ଲିକ
୧୫)ମୁକେଶ କୁମାର ପାଲ
୧୬)ନିରଞ୍ଜନ ବିଶି
୧୭)ସୁବାଶିଷ ଖୁଣ୍ଟିଆ
୧୮)ରୋମାଞ୍ଚ ରଞ୍ଜନ ବିଶ୍ୱାଳ
୧୯)ଗୌତମ ବୁଦ୍ଧ ଦାସ
୨୦) ଯୋଗେଶ କୁମାର ସିଂହ
୨୧) ଅରବିନ୍ଦ ମହାପାତ୍ର
୨୨) ରମାକାନ୍ତ ଭୋଇ

କାର୍ଯ୍ୟାନ୍ୱୟନ କମିଟି..
୧) ସଞ୍ଜୟ କୁମାର ଦାସ ବର୍ମା
୨) ପ୍ରଶାନ୍ତ କୁମାର ମୁଦୁଲୀ
୩) ରାଜନ୍ଦ୍ରେ କୁମାର ସାହୁ
୪)କଳିକେଶ ନାରାୟଣ ସିଂହଦେଓ
୫)ସନାନ୍ଦ ମାରାଣ୍ଡି
୬)ସୁଧୀର କୁମାର ସାମଲ
୭)ପ୍ରୀତିରଞ୍ଜନ ଘଡ଼ାଇ
୮)ପ୍ରଣବ କୁମାର ବଳବନ୍ଦରାୟ
୯)ଲତିକା ପ୍ରଧାନ
୧୦) ବିକ୍ରମ କୁମାର ପଣ୍ଡା
୧୧)ବ୍ରଜ କିଶେଶର ପ୍ରଧାନ
୧୨) ଧ୍ରୁବ ଚରଣ ସାହୁ
୧୩) ଶ୍ରୀକାନ୍ତ ସାହୁ
୧୪)ସୁଶାନ୍ତ କୁମାର ବେହେରା
୧୫)ଅଧିରାଜ ମୋହନ ପାଣିଗ୍ରାହୀ
୧୬)ଭୃଗୁ ବକ୍ସିପାତ୍ର
୧୭)ଲେଖାଶ୍ରୀ ସାମନ୍ତସିଂହାର
୧୮) ମନ୍ମଥ କୁମାର ରାଉତରାୟ
୧୯) ମନରୋମା ମହାନ୍ତି
୨୦) ଦୀପାଳି ଦାସ
୨୧) ବିଶ୍ୱରଞ୍ଜନ ମଲ୍ଲିକ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking