ଭୁବନେଶ୍ୱର: ପାଣ୍ଡିଆନଙ୍କ ପ୍ରସଙ୍ଗରେ ବିଜେଡି ସାଂସଦ ଦିଭାଗ । ପାଣ୍ଡିଆନଙ୍କ ସପକ୍ଷରେ ବାହାରିଛନ୍ତି ୨ ବିଜେଡି ସାଂସଦ । ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ପାଣ୍ଡିଆନଙ୍କ ବିପକ୍ଷରେ ବାହାରିଲେ । ପୂର୍ୱରୁ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ ଦେବାଶିଷ ସାମନ୍ତରାୟ ।