ଭୁବନେଶ୍ୱର : ମାହାଙ୍ଗରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ବିଧାୟକ ସାରଦା ପ୍ରଧାନଙ୍କ ଗିରଫ ଦାବି କଲା ବିଜେଡି । ଦୁବୃତ୍ତ ଙ୍କ ସହ ଫଟୋ ରହିଛି କହିଛି ବିଜେଡି । ପଞ୍ଚାୟତିରାଜ ଦିବସ ତାରିଖ ବଦଳାଇଲେ ବିଜେପି ସରକାର । ତାଙ୍କ ଦ୍ୱାରା ପ୍ରରୋଚିତ ହୋଇ ଜଣେ ବିଧାୟକ ମୂର୍ତ୍ତି ଭାଙ୍ଗିଛନ୍ତି । ବିଜୁ ସିଗାସିକୁ ନ୍ୟୁନ କରିବାକୁ ବିଜେପି ଉଦ୍ୟମ କରୁଛି ।










