29.1 C
Bhubaneswar
Friday, May 30, 2025
Homeଓଡିଶାବିଜେଡି , କଂଗ୍ରେସକୁ ଟଙ୍କଧରଙ୍କ ନିଶାନା

ବିଜେଡି , କଂଗ୍ରେସକୁ ଟଙ୍କଧରଙ୍କ ନିଶାନା

ଭୁବନେଶ୍ୱର : ବିଜେଡି ଓ କଂଗ୍ରେସକୁ ବିଜେପି ନେତା ଟଙ୍କଧର ତ୍ରିପାଠୀ କାଉଣ୍ଟର କରିଛନ୍ତି । କହିଛନ୍ତି ବିଜୁ ବାବୁଙ୍କ ନାଁ ନେଇ ରାଜନୈତିକ ଉଦ୍ଦେଶ୍ୟ ରଖିବା ଦୁର୍ଭାଗ୍ୟ ଅଟେ । ବିଜୁଙ୍କ ରୋଗଗ୍ରସ୍ତ ସମୟରେ ବିଜେଡି ମୁଖିଆ କେତେ ଯତ୍ନ ନେଇଥିଲେ । ନିର୍ୱାଚନରେ ଜଣେ ତାମିଲଙ୍କ ପାଇଁ ବିଜୁଙ୍କ ଫଟୋ ଉଡାଇ ଦେଲେ । ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ବିଜୁଙ୍କୁ ବ୍ୟବହାର କରିଥିଲେ । ମହିଳା ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି । ଅଞ୍ଜନା ଓ ଛବି ରାଣୀ କଥା ଭୁଲି ଗଲେଣି କହିଲେ । କଂଗ୍ରେସକୁ ବିଶୃଙ୍ଖଳିତ ଦଳ କହି ସମାଲୋଚନା କଲେ ଟଙ୍କଧର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking