23.1 C
Bhubaneswar
Sunday, February 8, 2026
Homeଓଡିଶାନିଜ ସୁରକ୍ଷା ପାଇଁ  ବିଜେଡି ସବୁ କ୍ୟାମ୍ପ ଯାଇପାରେ : ମନ୍ତ୍ରୀ

ନିଜ ସୁରକ୍ଷା ପାଇଁ  ବିଜେଡି ସବୁ କ୍ୟାମ୍ପ ଯାଇପାରେ : ମନ୍ତ୍ରୀ

ଭୁବନେଶ୍ୱର: ଡିଲିମିଟେସନରେ ବିଜେଡି ଯୋଗ ଦେବା ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତେର୍ଚ୍ଛା ଜବାବ  ବିଜେଡିକୁ ଦେଇଛନ୍ତି । କହିଛନ୍ତି ବିଜେଡି ନିଜ ସୁରକ୍ଷା ପାଇଁ ବିଭିନ୍ନ ଦଳର କ୍ୟାମ୍ପକୁ  ଯାଇପାରେ  । ଯେଉଁ ଟିମ ମ୍ୟାଚ ଖେଳିବାର ନାହିଁ , ସେ ମ୍ୟାଚ ଖେଳିଲେ । ତାର କିଛି ମାନେ ନାହିଁ , ଆଗକୁ ବିଜେଡି ରହିବନି । ବିଜେପି ଓ ଏନଡିଏ ପୁରା ଦେଶ ଏବଂ  ରାଜ୍ୟ ଚଳାଇବାକୁ ସକ୍ଷମ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking