20.1 C
Bhubaneswar
Saturday, December 6, 2025
Homeଓଡିଶାବିଜେଡି ବ୍ୟୁରୋକ୍ରାଟିକ ଦଳ: ଦେବାଶିଷ

ବିଜେଡି ବ୍ୟୁରୋକ୍ରାଟିକ ଦଳ: ଦେବାଶିଷ

ଭୁବନେଶ୍ୱର: ଉପସଭାପତି ପଦ ଛାଡିବା ପରେ  ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ବିଜୁ ଜନତା ଦଳ ଏବେ ବ୍ୟୁରୋକ୍ରାଟିକ ଦଳ ହୋଇଯାଇଛି ।  ବିଜୁ ବାବୁଙ୍କ ଆଦର୍ଶରେ ଆଉ ବିଜେଡି ପରିଚାଳିତ ହେଉନାହିଁ । ବରିଷ୍ଠମାନଙ୍କୁ ଗଳରେ ଗୁରୁତ୍ୱ ଦିଆଯାଉନାହିଁ । ନବୀନ ବାବୁ ଥିବା ଯାଏଁ ମୁଁ ଦଳରେ ରହିବି । ନବୀନ ବାବୁ ମୋତେ ଦେଖା କରିବାକୁ ଚାହାନ୍ତି ହେଲେ କରାଇ ଦିଆଯାଉନି । ସୂଚନାଥାଉକି, ବିଜେଡିର ପଦ ଛାଡିଛନ୍ତି  ସାଂସଦ ଦେବାଶିଷ ସାମନ୍ତରାୟ । ସିନିୟର ସିଟିଜେନ ସେଲ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ।  ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇ ପଦ ଛାଡିଛନ୍ତି ।  ପୂର୍ବରୁ ଅନେକ ସମୟରେ ଦେବାଶିଷ ସାମନ୍ତରାୟ  ନିଜର ଅସନ୍ତୋଷ ମଧ୍ୟ ପରିପ୍ରକାଶ କରିଥିଲେ ।

ପଦ ଛାଡିଲେ ଦେବାଶିଷ ସାମନ୍ତରାୟ  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking