32.1 C
Bhubaneswar
Sunday, June 1, 2025
Homeଓଡିଶାବିଜେଡି-ବିଜେପି ଭାଇ ଭାଇ: ଜୟଦେବ

ବିଜେଡି-ବିଜେପି ଭାଇ ଭାଇ: ଜୟଦେବ

ଭୁବନେଶ୍ୱର: ଆଇଏଏସ ବିଷ୍ଣୁପଦ ସେଠିଙ୍କୁ ସିବିଆଇ ସମନ ଘଟଣା । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପ୍ରତିକ୍ରିୟା । ବିଜେଡି ବିଜେପି ଭାଇ ଭାଇ । କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ ଡବଲ ଇଞ୍ଜିନ ସରକାର । ବିଜେଡି – ବିଜେପି ଏବେ ମଧ୍ୟ ଅଘୋଷିତ ମେଣ୍ଟ ବୋଲି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା । ତେବେ ଷ୍ଣୁପଦ ସେଠିଙ୍କୁ ସିବିଆଇ ସମନ ଘଟଣା ଏବେ ତେଜୁଥିବା ବେଳେ , ଏଥିରେ ଅନେକ ନେତା , ଅନେକ ବିଧାୟକ ଆତ୍ମନେ ପ୍ରତିକ୍ରିୟା ରଖୁଛନ୍ତି । ଏହି ପରିପେକ୍ଷୀରେ କଂଗ୍ରେସ ନେତା ଜୟଦେବ ଜେନା ମଧ୍ୟ ବଡ ପତିକ୍ରିୟା ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking