26.1 C
Bhubaneswar
Monday, April 14, 2025
Homeଓଡିଶାବିଜେଡି –ବିଜେପି ମେଣ୍ଟ କାଏମ: କଂଗ୍ରେସ

ବିଜେଡି –ବିଜେପି ମେଣ୍ଟ କାଏମ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ବିଜେଡି – ବିଜେପି ମେଣ୍ଟ କାଏମ  ରହିଛି କହିଲା କଂଗ୍ରେସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟ କଂଗ୍ରେସ ପ୍ରତିକ୍ରିୟା ଦେଇଛନ୍ତି । କାଲି ରାଜ୍ୟସଭାରେ ୱାକଫ ବିଲ ଭୋଟିଂକୁ ନେଅ କଡା ପ୍ରତିକ୍ରିୟା  ଦେଇଛନ୍ତି । କହିଛନ୍ତି , ବିବେକ ଅନୁସାରେ ଭୋଟିଂ କରିବାକୁ ବିଜେଡି ନିଜ ସାଂସଦଙ୍କୁ କହିଥିଲା । ବିଲ ସପକ୍ଷରେ ବିଜେଡିର ବରିଷ୍ଠ ସାଂସଦ ସସ୍ମିତ ପାତ୍ର ଭୋଟ ଦେଇଛନ୍ତି । ରାଜ୍ୟରେ ବିଜେଡି- ବିଜେପି ମଧ୍ୟରେ ଗଠବନ୍ଧନ କାଏମ ରହିଛି । ପରସ୍ପର ମଧ୍ୟରେ ସଲାକୁସ୍ତି କରି ସେମାନେ ଓଡିଶା ଜନତାଙ୍କୁ ଠକି ପାରିବେନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking