ଭୁବନେଶ୍ୱର: ଆଜି ବିଜେଡି ପକ୍ଷରୁ ୬ ଜିଲ୍ଲା ସାଙ୍ଗଠନିକ ସଭାପତି ନାମ ଘୋଷଣା କରାଯାଇଛି । ସେହି ୬ ଜିଲ୍ଲା ହେଲେ – କେଉଁଝର, ଭୁବନେଶ୍ୱର , ରାଉରକେଲା, ମୟୁରଭଞ୍ଜ-୨ , ସମ୍ବଲପୁର, ବଲାଙ୍ଗୀର । ଏନେଇ ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ରିଟନିଂ ଅଧିକାରୀ ପ୍ରତାପ କେଶରୀ ଦେବ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଜାରି ବିଜ୍ଞପ୍ତି ଅନୁସାରେ ,
୧.କେଉଁଝର – ଆଶିଷ ଚକ୍ରବର୍ତ୍ତୀ
୨. ଭୁବନେଶ୍ୱର – ଅସୋକ ଚନ୍ଦ୍ର ପଣ୍ଡା
୩. ରାଉରକେଲା – ପ୍ରଦ୍ୟୁମ୍ନ ତ୍ରିପାଠୀ
୪. ମୟୁରଭଞ୍ଜ-୨ – ଡ. ଦେବାଶିଷ ମରାଣ୍ଡି
୫. ସମ୍ବଲପୁର – ରୋହିତ ପୂଜାରୀ
୬. ବଲାଙ୍ଗୀର – ସରୋଜ କୁମାର ମେହେର










