30.1 C
Bhubaneswar
Monday, June 2, 2025
Homeଓଡିଶାବିଜେଡିର ୧୫ ଉପସଭାପତିଙ୍କ ନାଁ ଘୋଷଣା  

ବିଜେଡିର ୧୫ ଉପସଭାପତିଙ୍କ ନାଁ ଘୋଷଣା  

ଭୁବନେଶ୍ୱର: ବିଜେଡିର ସାଂଗଠନିକ ନିର୍ବାଚନ । ୧୫ ଜଣ ଉପସଭାପତିଙ୍କ ନାଁ ଘୋଷଣା କରାଯାଇଛି । ଦେବୀ ମିଶ୍ର ଓ ପ୍ରତାପ ଜେନାଙ୍କୁ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ୱ ମିଳିଛି । ଉପସଭାପତି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ , ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାର,  ଚନ୍ଦ୍ର ଶେଖର ସାହୁ,  ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ କୁମାର ଦାସ ବର୍ମା , ରବି ନାରାୟଣ ନନ୍ଦ, ଅଶ୍ୱିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ, ସାରଦା ପ୍ରସାଦ ନାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking