29.1 C
Bhubaneswar
Sunday, September 8, 2024
Homeଓଡିଶାବିଜେଡି ଅଫିସ ଶଙ୍ଖ ଭବନର ହେବ ଯାଞ୍ଚ : ସୁରେଶ ପୂଜାରୀ

ବିଜେଡି ଅଫିସ ଶଙ୍ଖ ଭବନର ହେବ ଯାଞ୍ଚ : ସୁରେଶ ପୂଜାରୀ

ଭୁବନେଶ୍ୱର : ବିଜେଡି ପାର୍ଟି ଅଫିସ ତଥା ଶଙ୍ଖ ଭବନର ହେବ ତଦନ୍ତ । ବେଆଇନ ଭାବେ ନିର୍ମାଣ ହୋଇଛି ବିଜେଡିର ଶଙ୍ଖ ଭବନ । କିସମ ପରିବର୍ତ୍ତନ କରି ତୋଳାଯାଇଛି ଶଙ୍ଖ ଭବନ । ସଡକ କିସମକୁ ଘରବାଡିରେ ପରିବର୍ତ୍ତନ କରି ତୋଳାଯାଇଛି ଶଙ୍ଖ ଭବନ । ୧ ଏକର ୧୩୮ ଡିସିମିଲ ଜାଗାରେ ନିର୍ମାଣ ହୋଇଛି ଶଙ୍ଖ ଭବନ । ବେଆଇନ ନିର୍ମାଣ ହୋଇଥିବାରୁ ତଦନ୍ତ ହେବ କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରି । ୪ଟି ପ୍ଲଟ ଭିତରୁ ଗୋଟିଏ ପ୍ଲଟର କିସମ ଥିଲା ସଡକ । ୪ଟି ପ୍ଲଟ ଉପରେ ଛିଡା ହୋଇଛି ବିଜେଡିର ଆଲିସାନ ପାର୍ଟି ଅଫିସ । ଶଙ୍ଖ ଭବନ ପାଇଁ ନିୟମ ମୋଡି ମକଚ ଦେଇଥିଲେ ବିଜେଡି ସରକାର । ଭୁଲ କରିଥିବା ଦୋଷୀ ନଶ୍ଚେ ଦଣ୍ଡ ପାଇବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking