19.1 C
Bhubaneswar
Sunday, January 11, 2026
Homeଓଡିଶାଓଡିଶାରେ ହାଡଭଙ୍ଗା ଶୀତ

ଓଡିଶାରେ ହାଡଭଙ୍ଗା ଶୀତ

ଭୁବନେଶ୍ୱର: ହାଡଭଙ୍ଗା ଶୀତରେ ଥରୁଛି ଓଡିଶା । ରାଜ୍ୟ ରାଜଧାନୀରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ଗତ ଚାରି ଦିନ ଧରି, ରାଜ୍ୟରେ ଲଗାତାର ରେକର୍ଡ ସର୍ବନିମ୍ନ ତାପମାତ୍ରା ରହିଛି । ଶିମିଳିପାଳରେ ଆଜି ସକାଳେ ତାପମାତ୍ରା ଶୂନ୍ୟ ତଳକୁ ଖସି ପାରଦ -୧ ଡିଗ୍ରୀକୁ ହ୍ରାସ ପାଇଛି । ଏହା ସହ ଜି. ଉଦୟଗିରିରେ ତାପମାତ୍ରା ୨.୬ ଡିଗ୍ରୀ, ରାଉରକେଲାରେ ତାପମାତ୍ରା ୩.୬ ଡିଗ୍ରୀ, ଝାରସୁଗୁଡାରେ ୬.୨ ଡିଗ୍ରୀ ତାପମାତ୍ରା ଏବଂ କେନ୍ଦୁଝରରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking