14.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶହୋଟେଲରେ ଥିଲେ ବିଷ୍ଣୁପଦ

ହୋଟେଲରେ ଥିଲେ ବିଷ୍ଣୁପଦ

ଭୁବନେଶ୍ୱର: ସିବିଆଇ ସମନ ସତ୍ବେ ଦିଲ୍ଲୀ ଯାଇଥିଲେ ବିଷ୍ଣୁପଦ ସେଠୀ । ହାଜର ନହୋଇ ହୋଟେଲରେ ଥିଲେ ଆଇଏଏସ ବାବୁ । ୧୧ରୁ ୧୩ ଯାଏଁ ଅଶୋକା ହୋଟେଲରେ ଥିଲେ ବିବାଦୀୟ ଆଇଏଏସ ଅଧିକାରୀ । ସେପଟେ ଆଜି ସିବିଆଇରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ । ଦିନ ୧୨ଟା ସୁଦ୍ଧା ହାଜର ହେବା ପାଇଁ ନିର୍ଦ୍ଦେଶ ରହିଛି। ଟେଣ୍ଡର ଫିକ୍ସିଂ ମାମଲାରେ ପୂର୍ବରୁ ତାଙ୍କୁ ସମନ ଜାରି କରିସାରିଛି ତଦନ୍ତକାରୀ ସଂସ୍ଥା । ବାରମ୍ବାର ସମନ ସତ୍ତ୍ବେ ମଧ୍ୟ ବିଷ୍ଣୁପଦ ସିବିଆଇରେ ହାଜର ହେଉନଥିବା କୁହାଯାଉଛି । ଏହା ଭିତରେ ଆଜି ସିବିଆଇରେ ହାଜର ହେବାକୁ ପୁଣିଥରେ ବିଷ୍ଣୁପଦଙ୍କୁ ସମନ ମିଳିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking