29.1 C
Bhubaneswar
Monday, February 9, 2026
Homeଓଡିଶାବିଜେପିରେ ମିଶିଲେ ବିରିଡି ଓ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା

ବିଜେପିରେ ମିଶିଲେ ବିରିଡି ଓ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର: ବିଜେଡି ହାତରୁ ଖସିଲା ଜଗତସିଂହପୁର ବିରିଡି ଓ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ । ବିଜେଡି ଛାଡି ବିଜେପିରେ ସାମିଲ ହେଲେ ଦୁଇ ବ୍ଲକ ଅଧ୍ୟକ୍ଷା । କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷ ସରୋଜିନୀ ତରାଇ ବିଜେପିରେ ସାମିଲ । ବିରିଡି ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ମଧ୍ୟ ବିଜେପିରେ ମିଶିଲେ । ରାଜ୍ୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି । ସୂଚନାଯୋଗ୍ୟ, ଗତକାଲି ଦଳ ବିରୋଧ କାର୍ଯ୍ୟ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ନିଲମ୍ବିତ ହୋଇଥିଲେ ସରୋଜିନୀ ତରାଇ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking