ଭୁବନେଶ୍ୱର : ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର । ମୁଖାଗ୍ନି ଦେଲେ ପୁଅ ଅଭିନେତା ବାବୁସାନ । ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରଷ୍ଟ୍ରୀୟ ମଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶ୍ମଶାନ ବାହାରେ ଅଶ୍ରୁଳ ବିଦାୟ ଦେଲେ ପ୍ରଶଂସକ ।