21.1 C
Bhubaneswar
Saturday, February 7, 2026
Homeଓଡିଶାଆସନ୍ତାକାଲି ଓଡ଼ିଶା ଆସିବେ ବିଏଲ ସନ୍ତୋଷ: ତୋମାର

ଆସନ୍ତାକାଲି ଓଡ଼ିଶା ଆସିବେ ବିଏଲ ସନ୍ତୋଷ: ତୋମାର

ଭୁବନେଶ୍ୱର: କାଲି ଆସିବେ ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ । ଏନେଇ ସୂଚନା ଦେଲେ ବିଜେପି ରାଜ୍ୟ ପ୍ରଭାରୀ  ବିଜୟ ପାଲ ସିଂ ତୋମାର । ଜନଜାତି ବିଧାୟକ ଓ ସାଂସଦଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରୀୟ ସଂଗଠକ ଭି. ସତୀଶ ମଧ୍ୟ ଯୋଗ ଦେବେ । ନିଜ ଅଞ୍ଚଳର ୨୦ରୁ ୨୫ ଗାଁକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking