27.1 C
Bhubaneswar
Monday, March 23, 2026
Homeଓଡିଶାଲକ୍ଷ୍ମୀ ବସ୍ ଧକ୍କାରେ ବାଇକ୍ ଅରୋହୀଙ୍କ ମୃତ୍ୟୁ

ଲକ୍ଷ୍ମୀ ବସ୍ ଧକ୍କାରେ ବାଇକ୍ ଅରୋହୀଙ୍କ ମୃତ୍ୟୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ  ବଡଟେମେରା ପଞ୍ଚାୟତ ଢେପଗୁଡା ଠାରେ ଏକ ଅଭାବନୀୟ ଘଟଣା ଘଟିଛି ।  ମଙ୍ଗଳବାର ସନ୍ଧ୍ୟା ୫ଟାରେ ଲକ୍ଷ୍ମୀ ବସ ସହ ବାଇକ  ମୁହାଁମୁହିଁ ହୋଇ ଧକ୍କା ହୋଇଥିବା ଯୋଗୁଁ  ଜଣେ ଚାଳକଙ୍କର ମୃତ୍ୟୁ ଘଟିଛି । ତାପରେ ସ୍ଥିତିରେ ଉତ୍ତଜନା ଦେଖାଦେଇଛି ।  ବସ୍ ଧକ୍କାରେ ବାଇକ୍ ଆରୋହୀ ଚାଳକ ଜଗବନ୍ଧୁ ଜାନୀ(୨୦)ଙ୍କ ମୃତଦେହ ୨୦ ଘଣ୍ଟା ପରେ ଘଟଣାସ୍ଥଳରୁ ଉଠିଛି। ବାଇକରେ ବସିଥିବା ଦୁଇ ଜଣ ଛିଟିକି ହୋଇ ରାସ୍ତା ଉପରେ ପଡ଼ିଥିଲେ। ଘଟଣାସ୍ଥଳରେ ବାଇକ ଚାଳକ ଜଗବନ୍ଧୁ ଜାନୀଙ୍କ ମୃତ୍ୟୁ ହୋଇଥିବା ବେଳେ କାଦ୍ରୁ ଜାନୀଙ୍କୁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking