34.1 C
Bhubaneswar
Sunday, March 29, 2026
Homeଓଡିଶାତୋରଣକୁ ପିଟିଲା ବାଇକ୍‌: ୨ ମୃତ

ତୋରଣକୁ ପିଟିଲା ବାଇକ୍‌: ୨ ମୃତ

ପୋଲସରା: ପୋଲସରା ଏକ ସଡକ ଦୁର୍ଘଟଣା ଘଟିଛି। ତୋରଣକୁ ପିଟିଲା ବାଇକ୍‌। ଦୁର୍ଘଟଣାରେ ୨ ଭାଇଙ୍କ ମୃତ୍ୟୁ ଘଟିଛି। ରିଗିପଡ଼ା ଶାସନ ନିକଟ ବାଲୁଙ୍କେଶ୍ୱର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛିଖବର ପାଇଁ ଘଟଣାସ୍ଥଳରେ ପୋଲସରା ଥାନା ପୋଲିସ ପହଞ୍ଚିଛି। ମୃତଦେହ ଉଦ୍ଧାର କରି ପୋଲସରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking