16.1 C
Bhubaneswar
Saturday, December 13, 2025
Homeଓଡିଶାଗଛରେ ବାଡେଇ ହେଲା ବାଇକ :  ଗଞ୍ଜେଇ ଚାଲାଣକାରୀ ମୃତ

ଗଛରେ ବାଡେଇ ହେଲା ବାଇକ :  ଗଞ୍ଜେଇ ଚାଲାଣକାରୀ ମୃତ

ସୁବର୍ଣ୍ଣପୁର: ଛତିଶଗଡର ଜଣେ  ଗଞ୍ଜେଇ ଚାଲାଣକାରୀ ବାଇକରେ   ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ  ତାଙ୍କର  ମୃତ୍ୟୁ ହୋଇଛି । ଛତିଶଗଡ଼ର ଜଣେ ଗଞ୍ଜେଇ ଚାଲାଣକାରୀ ବାଇକରେ ଚୋରା ଗଞ୍ଜେଇ ନେଇ ନିଜ ରାଜ୍ୟକୁ ଯାଉଥିଲେ। ସେ ଏକ ଗଞ୍ଜେଇ ବ୍ୟାଗକୁ ବାଇକ୍ ପଛରେ ବାନ୍ଧି ସୋନପୁର କଲେଜ ରାସ୍ତାରେ ଯାଉଥିବା ବେଳେ ତାଙ୍କ ବାଇକ୍ ହଠାତ୍ ଗଛରେ ପିଟିହୋଇଥିଲା। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏଯାଏ ମୃତକଙ୍କର ପରିଚୟ ମିଳିନାହିଁ।  ଏଣେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking