15.1 C
Bhubaneswar
Friday, December 19, 2025
Homeଓଡିଶାବାଇକ୍ ଦୁର୍ଘଟଣା: ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

ବାଇକ୍ ଦୁର୍ଘଟଣା: ଚାଲିଗଲା ଦୁଇ ନାବାଳକଙ୍କ ଜୀବନ

ସମ୍ବଲପୁର: କୁଚିଣ୍ଡା ଥାନା ସଇଡା ପୁରୁଣା ପାଣି ରାସ୍ତା କାଜୁ ବଗିଚା ବିଜାଡିହି ମୋଡାଣି ନିକଟରେ ଭାରସାମ୍ୟ  ହରାଇ ରାସ୍ତାକଡରେ ଏକ ଆମ୍ବଗଛରେ ବାଡେଇ ହୋଇ ଏକ ବାଇକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଫଟାଟାଙ୍ଗର ଗ୍ରାମର ଲିଙ୍ଗ କିସାନ‌  ,କିରାଶାସନ ଗ୍ରାମର ବଳଦେବ ବାରିକ ଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ହିମାଂଶୁ ବାଗ ଗୁରୁତର ହୋଇ ବୁର୍ଲା ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିବା ଜଣାଯାଇଛି। ତାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। କୁଚିଣ୍ଡା ପୁଲିସ ଏ ନେଇ  କୁଚିଣ୍ଡା ଥାନାରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking