17.1 C
Bhubaneswar
Sunday, December 7, 2025
Homeଓଡିଶା‘ବିଜୁ ବାବୁ ‘ କେବଳ ବିଜେଡିର ନୁହଁନ୍ତି : ମନ୍ତ୍ରୀ

‘ବିଜୁ ବାବୁ ‘ କେବଳ ବିଜେଡିର ନୁହଁନ୍ତି : ମନ୍ତ୍ରୀ

ଭୁବନେଶ୍ୱର : ବିଜୁବାବୁ କେବଳ ବିଜେଡିର ନୁହଁନ୍ତି । ବିଜୁ ବାବୁଙ୍କୁ ବ୍ୟବହାର କରି ବିଜେଡି ରାଜନୀତି କରୁଛି । ବିଜୁଙ୍କୁ ସମ୍ମାନ କଥା କହୁଥିବା ଦଳର ପାର୍ଟି ଅଫିସରେ  ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନାହିଁ  ଏଭଳି କହି କଡା ଭାଷାରେ ସମାଲୋଚନା କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜୁ ବାବୁଙ୍କ ପୁଅ ନବୀନଙ୍କୁ ନିମନ୍ତ୍ରଣ କରିଥିଲେ । ସେ କାଯ୍ୟକ୍ରମକୁ ନଆସି ଅସମ୍ମାନ  କରିନାହାନ୍ତି କି ନବୀନ । ପ୍ରଶ୍ନ କରିଛନ୍ତି ରବି ନାରାୟଣ ନାଏକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking