ଭୁବନେଶ୍ୱର: ବିଜେଡିକୁ ନେଇ ବିସ୍ଫୋରକ ବୟାନ ଦେଲେ ତାରା ବାହିନୀପତି । ବିଜେଡିରେ ବିରାଟ ଫାଙ୍କ , ବିଜୁ ଆଉ ପାଣ୍ଡିଆନ ଲୋକ ଭାଗଭାଗ କହିଲେ । ଡ୍ରାମା କରୁଛି ବିଜେଡି , ୨୦୦୦ ମସିହାରୁ ବିଜେପି ସହ ଅଛି । ୨୦୦୦ ମସିହାରୁ ବିଜେପି ସାଙ୍ଗରେ ବିଜେଡି କହିଛନ୍ତି ତାରା । ସରକାର ବିଜେଡିର ନାହିଁ କିନ୍ତୁ ସଂସଦରେ ସମର୍ଥନ ଦେଉଛନ୍ତି । ମାଇନ୍ସ ସ୍କାମ ହଜାର ହଜାର କୋଟିର , ଭୟରେ ବିଜେଡି ରହିଛି । ନବୀନ ବାବୁଙ୍କ ବିଜେପି ପ୍ରତି ପ୍ରେମ ନୁହେଁ ଭୟ । ବିଜେଡି ଆୟୁଷ ବେଶୀଦିନ ନୁହେଁ , ପାଣ୍ଡିଆନ ଗୋଟି ଚାଳନା କରୁଛନ୍ତି ।