24.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶବିହାର ନିର୍ବାଚନ: ଐତିହାସିକ ବିଜୟ ପାଇଁ ପ୍ରସ୍ତୁତ ବିଜେପି

ବିହାର ନିର୍ବାଚନ: ଐତିହାସିକ ବିଜୟ ପାଇଁ ପ୍ରସ୍ତୁତ ବିଜେପି

ବିହାର: ବିହାର ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ପାଇଁ ପ୍ରସ୍ତୁତ ବିଜେପି । ଏହା ୯୫ଟି ଆସନରେ ଆଗୁଆ ରହିଛି । ଇତିହାସରେ ପ୍ରଥମ ଥର ପାଇଁ ବିଜେପି ବିହାରରେ ସବୁଠାରୁ ବଡ ଦଳ ଭାବେ ବିଜୟ ପଥ ଆଡକୁ ଗତି କରୁଛି । ପୂର୍ବରୁ, ୨୦୧୦ରେ ବିଜେପି ୯୧ଟି ଆସନ ଜିତିଥିଲେ । ଏହା ସହ ସଦ୍ୟତମ ରିପୋର୍ଟ ଅନୁସାରେ, ୨୪୩ ଆସନରେ ଏନଡିଏ ୨୦୬ଟି ଆସନରେ ଆଗୁଆ ରହିଛି । ବିଜେପି ୯୫ ଆସନରେ ଆଗୁଆ ଥିବା ବେଳେ ଜେଡିୟୁ ୮୨ ଆସନରେ ଆଗୁଆ ରହିଛି ଏବଂ ଏହାର ସହେଯାଗୀ ଦଳ ୨୯ ଆସନରେ ଆଗୁଆ ରହିଛି । ପ୍ରଥମ ଥର ପାଇଁ ବିଜେପି ବିହାରରେ ସବୁଠାରୁ ବଡ ଦଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking