16.1 C
Bhubaneswar
Thursday, February 5, 2026
Homeଓଡିଶାକଂଗ୍ରେସ ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ

କଂଗ୍ରେସ ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ

ମୟୁରଭଞ୍ଜ: କଂଗ୍ରେସ ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ। ସାଗର ଟ୍ବିଟ୍ କରି ଅଭିଯୋଗ କରିଛନ୍ତି ଯେ, ଆଜି ତାଙ୍କୁ ତାଙ୍କୁ ହତ୍ୟା ଦମକ ଦିଆଯାଇଛି। ପ୍ରଥମେ ଭବାନୀପାଟଣା ଜୋନ ସଭାପତିଙ୍କ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ପରେ ସାଗରଙ୍କ ବ୍ୟକ୍ତିଗତ ତଥ୍ୟ ମାଗିଥିଲେ ଦୁର୍ବୃତ୍ତ। ଯଦି ନିର୍ବାଚିତ ପ୍ରତିନିଧି ରାଜ୍ୟରେ ସୁରକ୍ଷିତ ନୁହଁନ୍ତି, ତେବେ ସାଧାରଣ ଲୋକେ କିପରି ସୁରକ୍ଷିତ ସେନେଇ ପ୍ରଶ୍ନ କରିଛନ୍ତି ସାଗର। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking