26.1 C
Bhubaneswar
Monday, December 15, 2025
Homeଦେଶ ବିଦେଶପାକିସ୍ତାନରେ ବଡ ଆନ୍ଦୋଳନ

ପାକିସ୍ତାନରେ ବଡ ଆନ୍ଦୋଳନ

ପାକିସ୍ତାନ: ପାକିସ୍ତାନରେ ଇମ୍ରାନଖାନଙ୍କ ସମର୍ଥକଙ୍କ ବିରାଟ  ଆନ୍ଦୋଳନ ଜାରି କରିଛନ୍ତି । ଗତବର୍ଷ ହୋଇଥିବା ନିର୍ୱାଚନକୁ ଅନୈତିକ ଉପାୟରେ କରାଯାଇଥିବା ଅଭିଯୋଗ ଆଣି ଦଳ  ଏହାର ଏକ ବର୍ଷ ପୂର୍ତ୍ତିକୁ  କଳା ଦିନ ରୂପେ ପାଳନ କରୁଛି । ପାକିସ୍ତାନର ଅନେକ ପ୍ରାନ୍ତରେ  ଇମ୍ରାନଙ୍କ ଦଳ ପିଟିଆଇ ସମର୍ଥକମାନେ ଦଳୀୟ  ପତାକା ଧରି  ସରକାର ବିରୋଧୀ ନାରା ଦେଉଥିବା  ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking