ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ବିଜୟ ମହାପାତ୍ରଙ୍କ ବଡ ବୟାନ । ଆଗକୁ ରାଜ୍ୟରେ ଏକ ବଡ ରାଜନୈତିକ ପରିବର୍ତ୍ତନ ହେବ କହିଛନ୍ତି । ୬ ମାସ ତଳେ କହିଥିଲି ୨୦୨୬ ନିର୍ଣ୍ଣାୟକ ହେବ । କାଚ ଘରେ ସ୍ୱପ୍ନ ଦେଖୁଥିବା ଲୋକ ଆଗ ନିଜ ଛବିକୁ ଆଇନାରେ ଦେଖନ୍ତୁ । ବିଜେଡିରେ ଅସନ୍ତୋଷର ବହ୍ନି ଜଳୁଛି, ନବୀନ ତର୍ଜମା କରିବା ଦରକାର । ଦଳପତିଙ୍କ ଉପରେ ଦଳୀୟ ନେତା ଆଉ ବିଶ୍ୱାସ କରୁନାହାନ୍ତି । ଅସନ୍ତୋଷ ଶେଷ ସୀମାରେ ପହଞ୍ଚିଛି ଆଗକୁ ବିଜେଡିର ଅଧିକ କ୍ଷତି ହେବ । ୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଜିତିବା ପାଇଁ ଲଢୁଥିଲୁ ।










