27.1 C
Bhubaneswar
Monday, June 30, 2025
Homeଓଡିଶାବଡ ଖବର: ଓଡିଶା ଛୁଇଁଲା ମୌସୁମୀ

ବଡ ଖବର: ଓଡିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର: ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୧୦ ଦିନ ପୂର୍ବରୁ ଓଡିଶା ଛୁଇଁଲା ମୌସୁମୀ । ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ
ଦକ୍ଷିଣ ଓଡିଶାର କିଛି ଅଞ୍ଚଳରେ ମୌସୁମୀ ଛୁଇଁଲା । ଓଡିଶା ସହ ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ ଛୁଇଁଲା । ଆଗାମୀ ଦୁଇ ଦିନରେ ଉତ୍ତର-ପୂର୍ବ ରାଜ୍ୟ ଛୁଇଁବ । ଗତ ବର୍ଷ ଜୁନ ୮ ତାରିଖରେ ଓଡିଶା ଛୁଇଁଥିଲା ମୌସୁମୀ । ୧୯୯୯ରେ ମେ ୨୮ ରେ ମୌସୁମୀ ଓଡିଶା ଛୁଇଁଥିଲା । ୨୦୦୯ରେ ମେ ୨୫ରେ ମୌସୁମୀ ଓଡିଶା ଛୁଇଁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking