28.1 C
Bhubaneswar
Friday, September 20, 2024
Homeଦେଶ ବିଦେଶବଡ ଖବର : ଭାରତରେ ମଙ୍କିପକ୍ସ ସନ୍ଦିଗ୍ଧ ଚିହ୍ନଟ

ବଡ ଖବର : ଭାରତରେ ମଙ୍କିପକ୍ସ ସନ୍ଦିଗ୍ଧ ଚିହ୍ନଟ

ନୂଆଦିଲ୍ଲୀ : ପୁଣି ଡରାଇଲାଣି ମଙ୍କିପକ୍ସ । ଆଫ୍ରିକା, ୟୁରୋପ, ପାକିସ୍ତାନ ପରେ ଏବେ ପଡ଼ୋଶୀ ଦେଶ ଭାରତରେ ମଙ୍କିପକ୍ସ ଆକ୍ରାନ୍ତର ଏକ ସନ୍ଦେହ ଜନକ ମାମଲା ଚିହ୍ନଟ କରାଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର ଦିନ ଏକ ପ୍ରେସ ବିଜ୍ଞପ୍ତିରେ କହିଛି । ବିଦେଶରୁ ଯାତ୍ରା କରି ଫେରିଥିବା ଜଣେ ଯୁବକଙ୍କ ଯିଏକି ବର୍ତ୍ତମାନ ଏମପକ୍ସ (ମଙ୍କିପକ୍ସ) ଟ୍ରାନ୍ସମିସନ୍ କୁ ଅନୁଭବ କରୁଛନ୍ତି। ତେବେ ରୋଗୀକୁ ଏକ ନିର୍ଦ୍ଦିଷ୍ଟ ଡାକ୍ତରଖାନାରେ ଅଲଗା ରଖାଯାଇଛି ଏବଂ ତାଙ୍କର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking