32.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ ବୈଠକ

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ ବୈଠକ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବଡ ବୈଠକ ଚାଲିଛି । ଅସ୍ତ୍ରବିରତି ପର ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୩ ସେନା ମୁଖ୍ୟଙ୍କ ସହ ଚାଲିଛି ଆଲୋଚନା । ଏନଏସଏ ଅଜିତ ଡୋଭାଲ, ସିଡିଏସ ଅନୀଲ ଚୌହାନ ଉପସ୍ଥିତ ଅଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି ।  ଅନ୍ୟପଟେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ସମ୍ପର୍କରେ ସର୍ବଦଳୀୟ ବୈଠକ ଡାକିବା ପାଇଁ କଂଗ୍ରେସ ତା’ର ଦାବିକୁ ଦୋହରାଇଲା। ଜୟରାମ ରମେଶ କହିଛନ୍ତି ଯେ କଂଗ୍ରେସ ଦଳ ପହଲଗାମ ଆକ୍ରମଣ, ଅପରେସନ ସିନ୍ଦୁର ଏବଂ ପ୍ରଥମେ ଆମେରିକା ଏବଂ ପରେ ଭାରତ-ପାକିସ୍ତାନ ସରକାରଙ୍କ ଦ୍ୱାରା ଘୋଷିତ ଅସ୍ତ୍ରବିରତି ଉପରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବା ପାଇଁ ଦାବି କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking