29.1 C
Bhubaneswar
Friday, July 18, 2025
Homeଦେଶ ବିଦେଶପିଏମଙ୍କ ବାସଭବନରେ ବଡ ବୈଠକ

ପିଏମଙ୍କ ବାସଭବନରେ ବଡ ବୈଠକ

ନୂଆଦିଲ୍ଲୀ: ପିଏମଙ୍କ ବାସଭବନରେ ବଡ ବୈଠକ ବସିଛି । ଡିଜିଏମଓଙ୍କ ପ୍ରେସମିଟ ପୂର୍ୱରୁ  ବଡ ବୈଠକ  ବସିଛି ।  ବୈଠକରେ  ଏନଏସଏ ଅଜିତ ଡୋଭାଲ ଉପସ୍ଥିତ ରହିଛନ୍ତି ।  ଅପରାହ୍ନ ସାଢେ ୨ଟାରେ  ଡିଜିଏମଓଙ୍କ ଗୁରୁତ୍ୱପୂଣ୍ଣ ପ୍ରେସମିଟ ରହିଛି ।  ଅପରପଟେ  ଭାରତ – ପାକିସ୍ତାନ ମଧ୍ୟରେ  ମଧ୍ୟାହ୍ନ ୧୨ଟାରେ  ଡିଜିଏମଓ ସ୍ତରୀୟ ବୌଠକ ବସିବାକୁ ଯାଉଛି । ଅସ୍ତ୍ରବିରତି ପରେ ଏବେ ପାକିସ୍ତାନ ସହ କେବଳ ଡିଜିଏମ୍‌ଓ ସ୍ତରୀୟ ବୈଠକରେ ହିଁ ଆଲୋଚନା ହେବ । କୌଣସି ଅନ୍ୟ ଦେଶ ଏଥିରେ ସାମିଲ ହେବ ନାହିଁ କି ମଧ୍ୟସ୍ଥତା କରିବ ନାହିଁ ।  ଆଗକୁ ଦୁଇ ଦେଶ ମଧ୍ୟରେ ସୀମାରେ ଶାନ୍ତି ବଜାୟ ରଖିବା ନେଇ ବୈଠକରେ ଆଲୋଚନା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking