33.1 C
Bhubaneswar
Thursday, April 10, 2025
Homeଓଡିଶାଲଘୁ ଖଣିଜ ଚୋରି ପଛରେ ବଡ ଲୋକ : ରାଜା

ଲଘୁ ଖଣିଜ ଚୋରି ପଛରେ ବଡ ଲୋକ : ରାଜା

କେନ୍ଦୁଝର : ୨୦୧୫ରୁ ୨୨ ମଧ୍ୟରେ ଲଘୁ ଖଣିଜ ହେରଫେର ନେଇ ସିଏଜି ତଥ୍ୟ ପ୍ରସଙ୍ଗରେ ସତ୍ୟତା ରହିଛି କହିଲେ ବରିଷ୍ଠ ବିଜେଡି ନେତା ରାଜା ସ୍ୱାଇଁ । ଆଗରୁ ଚୋରି ହେଉଥିଲା । ଏବେ ବି ଚୋରି ହେଉଛି । ଆଦିବାସୀ ଅଞ୍ଚଳରୁ  ଗୋଡି ବାଲି ଭଳି ଲଘୁ ଖଣିଜ ଚୋରି ହେଉଛି । ଲଘୁ ଖଣିଜ ଚୋରି ହେବା ପଛରେ ବହୁ ବଡ ଲୋକ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking