ନୂଆଦିଲ୍ଲୀ : ପେରୁରରେ ଦୁଇ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଛି । ସବୁଠୁ ବଡ କଥା ହେଉଛି ଆମେରିକାର ଆଗାମୀ ତଥା ନୂଆ ପ୍ରଶାସନ ଟ୍ରମ୍ପ ପ୍ରଶାସନ ସହ ଚୀନ କାମ କରିବାକୁ ସହମତି ପ୍ରକାଶ କରିଥିବା ଜଣାପଡିଛି । ଦୁଇ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ସାକ୍ଷାତବାଇଡେନଙ୍କ ସହ ବୈଠକ ପରେ ଚୀନ ରାଷ୍ଟ୍ରପତି କହିଛନ୍ତି ଆମେରିକା ଓ ଚୀନ ସହମତି ଭିତିରେ କାମ କରିବା କେବଳ ଉଭୟ ଦେଶ ପାଇଁ ଜରୁରୀ ନୁହେଂ ବଂର ବିଶ୍ବ ଓ ମାନବିକତା ପାଇଁ ଆବଶ୍ୟକ ରହିଛି ।