27.1 C
Bhubaneswar
Tuesday, February 24, 2026
Homeଓଡିଶାଭୁର୍ସୁଙ୍ଗ ପତ୍ରରେ ରହିଛି ଉପକାରିତାର ଗୁଣ

ଭୁର୍ସୁଙ୍ଗ ପତ୍ରରେ ରହିଛି ଉପକାରିତାର ଗୁଣ

ଭୁବନେଶ୍ୱର: ଭୁର୍ସୁଙ୍ଗ ପତ୍ର ଖାଲି ରୋଷେଇରେ ବ୍ୟବହାର ହୁଏନି, ଏହାକୁ ‌ ସୁନ୍ଦରତା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏହା ଶରୀର ସାଙ୍ଗକୁ କେଶ ଓ ତ୍ବଚାର ସ୍ବାସ୍ଥ୍ୟ ପାଇଁ ବି ଉପକାରୀ ହୋଇଥାଏ । କାରଣ ଭୁର୍ସୁଙ୍ଗ ପତ୍ରରେ ଭରି ରହିଛି ପ୍ରଚୁର ପରିମାଣର ଭିଟାମିନ୍‌ ଏ, ବି, ସି ଓ ଡି ଏବଂ ଏହାସହିତ କ୍ୟାଲ୍‌ସିୟମ୍‌, ଆଇରନ୍‌ ଓ ଫସ୍‌ଫରସ୍‌ ପରି ମିନେରାଲ୍‌ସ।ବିଭିନ୍ନ ପୋଷକ ତତ୍ତ୍ବରେ ଭରି ରହିଥିବାରୁ ଏହାକୁ ଖାଦ୍ୟରେ ସାମିଲ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଅନ୍ତି। ଭୁର୍ସୁଙ୍ଗ ପତ୍ରକୁ ପ୍ରଥମେ ପ୍ରଥମେ କମ୍‌ ପରିମାଣରେ ଚୋବାଇ ଖାଆନ୍ତୁ। ଅଧିକ ପରିମାଣର ଖାଇଲେ ହୁଏତ ଆଲର୍ଜି କିମ୍ବା ହଜମ ଜନିତ ସମସ୍ୟା ଦେଖାଦେଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking