25.1 C
Bhubaneswar
Thursday, December 11, 2025
Homeଓଡିଶାକଂଗ୍ରେସ ପାଇଁ ଭୂପିନ୍ଦରଙ୍କ ବ୍ୟାଟିଂ!

କଂଗ୍ରେସ ପାଇଁ ଭୂପିନ୍ଦରଙ୍କ ବ୍ୟାଟିଂ!

ଭୁବନେଶ୍ୱର: ବିଜେଡିକୁ ତେର୍ଛା ବାଣ ମାରି କଂଗ୍ରେସ ପାଇଁ ଭେଟେରାନ ଭୂପିନ୍ଦରଙ୍କ ବ୍ୟାଟିଂ । ୨୦୨୪ ବିପଯ୍ୟୟ ନେଇ ବିଜେଡି ଭିତରେ ଆଲୋଚନା ହେଲାନି । ଦଳ ଭିତରେ ଆଲୋଚନା ହୋଇଥିଲେ କାରଣ ଜଣାପଡିଥାନ୍ତା ।  ବିଜେଡି- ବିଜେପି ସମ୍ପର୍କ ଘନିଷ୍ଠ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।  ଲୋକଙ୍କ ମନରୁ ବାହାର କରିବା ଦରକାର ,  କଥାରେ ନୁହେଁ କାମରେ କରିବା ଦରକାର ।  ନହେଲେ ଲୋକେ ୩ୟ ବିକଳ୍ପ ଆଡକୁ ଢଳିବେ, ତାହା ହେଉଛି କଂଗ୍ରେସ । କଂଗ୍ରେସ ଜାତୀୟ ନେତୃତ୍ୱରେ ଓଡିଶାରେ  ସୁଯୋଗ ଥିବା ଅନୁଭବ କରିଛନ୍ତି ।  ବାଲେଶ୍ୱର ଘଟଣାରେ ବିଜେଡି ବିରୋଧୀ ଭୂମିକା ନହେଲେ ଗ୍ରହଣୀୟତା ରହିବନି ।  କଂଗ୍ରେସ ସବୁ ପୁରୁଖାଙ୍କୁ ଆମନ୍ତ୍ରଣ କରୁଛି । ସବୁ ଟିମ ଭବ ଖେଳାଳି ଚାହିଁବେ ।  କିନ୍ତୁ ମୋ ସହ କେହି ଆଲୋଚନା କରିନାହାନ୍ତି କହିଲେ ଭୁପିନ୍ଦର ସିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking