ଭୁବନେଶ୍ୱର: ରାଜ୍ୟରେ ୭ ଶହ କିମି ରାସ୍ତା ମରାମତି ଓ ନବୀକରଣ ହେବ । ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ୮ରୁ ୧୦ ଦିନ ଭିତରେ ମରାମତି ଓ ନବୀକରଣ ଟେଣ୍ଡର । ଡିସେମ୍ବର ଓ ଜାନୁଆରୀ ସୁଦ୍ଧା ଟେଣ୍ଡର ପରେ ରାସ୍ତା କାମ ଆରମ୍ଭ ହେବ । ଭିଡ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ରାସ୍ତା ପ୍ରଶସ୍ତ କରାଯିବ ।










