36.1 C
Bhubaneswar
Friday, March 27, 2026
Homeଓଡିଶାଭୁବନେଶ୍ୱରରୁ ପୁଣେ ଫ୍ଲାଇଟ ବାତିଲ

ଭୁବନେଶ୍ୱରରୁ ପୁଣେ ଫ୍ଲାଇଟ ବାତିଲ

ଭୁବନେଶ୍ୱର: ପୁଣେରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ପୁଣେ ଫ୍ଲାଇଟ ବାତିଲ । ଗୁରୁବାର ଏୟାର ଇଣ୍ଡିଆ ଫ୍ଲାଇଟ ବାତିଲ ହୋଇଛି । ପ୍ରଥମେ ଦୁଇଘଣ୍ଟା ବିଳମ୍ବ ହେବା ପରେ ଫ୍ଲାଇଟ ବାତିଲ କରିଛି ଏୟାରଲାଇନ । ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦୀର୍ଘ ସମୟ ଧରି ଅପେକ୍ଷାରତ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଏହାକୁ ନେଇ ବିମାନବନ୍ଦରରେ ଏୟାର ଇଣ୍ଡିଆ କର୍ମଚାରୀ ଓ ପାସେଞ୍ଜରଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି । ତେବେ ଫ୍ଲାଇଟ କେଉଁ କାରଣରୁ ବାତିଲ କରାଗଲା ତାର କାରଣ ଅସ୍ପଷ୍ଟ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking