ଭୁବନେଶ୍ୱର : ଭୁବନେଶ୍ୱର ଲଭ ଜିହାଦ ମାମଲାରେ ଡିସିପିଙ୍କ ସୂଚନା ରହିଛି । କହିଛନ୍ତି . ଅନଲାଇନ ଗେମିଂ ସାହାର୍ଯ୍ୟରେ ସମ୍ପର୍କ ଗଢି ଉଠିଥିଲା । ଅଭିଯୁକ୍ତ ଜଣଙ୍କ ପରିଚୟ ଲୁଚାଇଥିଲା । ଓଡିଶା ଆସି ଯୁବତୀଙ୍କ ସହ ପୁରୀରେ ଦେଖାସାକ୍ଷାତ କରିଥିଲେ । ମିଛ କହି ଜୋରଜବରଦସ୍ତ ସମ୍ପର୍କ ରଖିଥିଲା ଅଭିଯୁକ୍ତ । ତଦନ୍ତ ପରେ ମହମ୍ମଦ ସମୀର ମନସୁରୀ ବୋଲି ଜଣାପଡିଥିଲା ।