23.1 C
Bhubaneswar
Monday, February 9, 2026
Homeଓଡିଶାଭୁବନେଶ୍ୱର ଏକାମ୍ର ନିର୍ବାଚନୀ ମାମଲା: ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ

ଭୁବନେଶ୍ୱର ଏକାମ୍ର ନିର୍ବାଚନୀ ମାମଲା: ବିଧାୟକ ବାବୁ ସିଂଙ୍କ ଆବେଦନ ଖାରଜ

ଭୁବନେଶ୍ୱର: ବିଧାୟକ ବାବୁ ସିଂଙ୍କ ଆବେଦନ ହାଇକୋର୍ଟରେ ଖାରଜ । ଭୁବନେଶ୍ୱର ଏକାମ୍ର ନିର୍ବାଚନୀ ମାମଲାରେ ଆବେଦନ ଖାରଜ ହୋଇଛି । ବିନା ଶୁଣାଣିରେ ମାମଲା ଖାରଜ କରିବାକୁ ଆବେଦନ କରିଥିଲେ । ନିର୍ବାଚନୀ ମାମଲାର ଶୁଣାଣି ହେବ କହିଲେ ହାଇକୋର୍ଟ । ଅନ୍ୟପଟେ ହାଇକୋର୍ଟରେ ଆଗକୁ ବଢିଲା କଣ୍ଟାବାଞ୍ଜି ଓ ପାଟଣାଗଡ ନିର୍ବାଚନୀ ମାମଲା । ଉଭୟ ମାମଲାରେ ଆବେଦନକାରୀଙ୍କ ଆବେଦନ ଗ୍ରହଣ କଲେ ହାଇକୋର୍ଟ । କଣ୍ଟାବାଞ୍ଜି ମାମଲାରେ ଭୋଟର ଗିରିରାଜ ସିଂଙ୍କ ଆବେଦନ ଗ୍ରହଣ କରାଯାଇଛି । ପାଟଣାଗଡ ମାମଲାରେ ପରାଜିତ ପ୍ରାର୍ଥୀ ସରୋଜ ମେହେରେଙ୍କ ଆବେଦନ ଗ୍ରହଣ ହୋଇଛି । ଉଭୟ ମାମଲାରେ ଜିଲ୍ଲାପାଳଙ୍କୁ ନିର୍ବାଚନ ସମ୍ବନ୍ଧୀୟ ଦସ୍ତାବିଜ ଦାଖଲ ନିର୍ଦ୍ଦେଶ ଦିଆଯାଇଛି । ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଦାୟର ହୋଇଛି ଉଭୟ ମାମଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking