19.1 C
Bhubaneswar
Saturday, February 28, 2026
Homeଓଡିଶାଭୁବନେଶ୍ୱର ଜିଲ୍ଲା ସଭାପତି ନାରୀ ନ୍ୟାୟ ସମାବେଶକୁ ଭୁବନେଶ୍ୱର ଜିଲ୍ଲାର ନେତୃବୃନ୍ଦଙ୍କୁ ଧନ୍ୟବାଦ

ଭୁବନେଶ୍ୱର ଜିଲ୍ଲା ସଭାପତି ନାରୀ ନ୍ୟାୟ ସମାବେଶକୁ ଭୁବନେଶ୍ୱର ଜିଲ୍ଲାର ନେତୃବୃନ୍ଦଙ୍କୁ ଧନ୍ୟବାଦ

ଭୁବନେଶ୍ଵର: ରାଜ୍ୟ କଂଗ୍ରେସ ଦ୍ବାରା ଆହୁତ ନାରୀ ନ୍ୟାୟ ସମାବେଶ ରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ୩୦୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ନେତୃବୃନ୍ଦ ଯୋଗଦେଇ ସଫଳ କରାଇଥିବା ହେତୁ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ ଜିଲ୍ଲାର ନେତୃବୃନ୍ଦ ଯଥା କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ସୁବ୍ରତ ମହାପାତ୍ର, ପ୍ରଶାନ୍ତ ଚମ୍ପତି, ଅଶୋକ ଦାସ, ରଜନୀ ମହାନ୍ତି, ପ୍ରକାଶ ଜେନା, ଗୀତାଞ୍ଜଳି ମହାନ୍ତି, ମନିସା ଦାସ ପଟ୍ଟନାୟକ, ଚୈତାଳୀ ପଟ୍ଟନାୟକ, ପ୍ରଣତୀ ମିଶ୍ର, ସ୍ନେହାଜେନା, ଶ୍ରୀୟା ମହାନ୍ତି, କୁସୁମ ପ୍ରଧାନ, ସିଲି ସେଠୀ, ମୋହନ ଜେନା, ମନୋରଞ୍ଜନ ଜେନା, ଅଶୋକ କୁମାର ଦାସ, ବ୍ରହ୍ମାନନ୍ଦ ସାହୁ, ଇନ୍ଦ୍ରଜିତ ପରିଡ଼ା, ଅନଓ୍ବାର ଖାନ୍, ଶେକ୍ ତାକୱିମ୍, ସୌମେନ୍ଦ୍ର ମହାନ୍ତି, ଦୀପକ ସାହୁ, ମଂଟୁ ମଲ୍ଲିକ, ନାରାୟଣ ଜେନା ଓ ଅନ୍ୟ କଂଗ୍ରେସ ନେତୃବର୍ଗ ଓ କଂଗ୍ରେସ କର୍ମୀମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ହେତୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ କଂଗ୍ରେସ ସଂଗଠନକୁ ଅଧିକ ସଂଗଠିତ ଓ ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ସହଯୋଗ କାମନା କରିଛନ୍ତି । ସେହିପରି ଗତକାଲିର ଘେରାଉ କାର୍ଯ୍ୟକ୍ରମକୁ ଗଣମାଧ୍ୟମ ଯେପରି ସାହାଯ୍ୟ ଓ ସହଯୋଗ କରିଛନ୍ତି ସେଥିପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ପକ୍ଷରୁ ଶ୍ରୀ ବିଶ୍ୱଜିତ ଦାଶ ଧନ୍ୟବାଦ୍ ଅର୍ପଣ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking