ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟ ଡିଜିଏମଓ ଗିରଫ । ଏୟାର ହଷ୍ଟେସକୁ ଲଭ, ସେକ୍ସ ଧୋକ୍କା ଅଭିଯୋଗରେ ଗିରଫ କରାଯାଇଛି । ଏୟାରପୋର୍ଟ ଡିଜିଏମଓ ଉମାକାନ୍ତ ପଟେଲକୁ ବାନ୍ଧିଲା ପୋଲିସ । ମିଛ କଥା କହି ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗରେ ଏୟାର ହଷ୍ଟେସଙ୍କର ଗର୍ଭପାତ କରାଇଥିବାର ବି ସାଙ୍ଗାତିକ ଅଭିଯୋଗ ରହିଛି । ବିବାହିତ ହୋଇ ବି ଏୟାର ହଷ୍ଟେସଙ୍କ ସହ ସମ୍ପର୍କ ରଖିଥିଲେ । ଯାହାକୁ ନେଇ ଭୁବନେଶ୍ୱର ଏୟାରପୋର୍ଟ ଡିଜିଏମଓଙ୍କୁ ଲଭ ସେକ୍ସ ଧୋକ୍କା ଅଭିଯୋଗରେ ଗିରଫ କରାଯାଇଛି ।










