25.1 C
Bhubaneswar
Thursday, March 19, 2026
Homeଓଡିଶା୨୭ ଓ ୨୮ରେ ଭିତରକନିକା ବନ୍ଦ

୨୭ ଓ ୨୮ରେ ଭିତରକନିକା ବନ୍ଦ

ବ୍ୟୁରୋ : ୨୭ ଓ ୨୮ ଏହି ଦୁଇ  ତାରିଖରେ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ  ।  ଗହିରମଥା ମଧ୍ୟ ଦୁଇ ଦିନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ନିଷ୍ପତ୍ତି । ବାତ୍ୟା ଜନିତ ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ବନ୍ଦ ରଖିବାକୁ  ନିର୍ଦ୍ଦେଶ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking