17.1 C
Bhubaneswar
Saturday, December 20, 2025
Homeଓଡିଶାଭରତପୁର ଥାନା ମାମଲା : ସରକାର ଦେଲେ ଏସଓପି

ଭରତପୁର ଥାନା ମାମଲା : ସରକାର ଦେଲେ ଏସଓପି

କଟକ :  ହାଇକୋର୍ଟରେ ଭରତପୁର ଥାନା ମାମଲା । ଏନେଇ ରାଜ୍ୟ ସରକାର ଜାରି  କଲେ ସ୍ୱତନ୍ତ୍ର ଏସଓପି । କୋର୍ଟଙ୍କୁ ଜଣାଇଲେ  ଆଡଭୋକେଟ ଜେନେରାଲ । ସେନା ଅଧିକାରୀଙ୍କୁ ବ୍ୟବହାର ନେଇ ଏସଓପି ଜାରି କଲେ । ଥାନାରେ ସେନା ଅଧିକାରୀଙ୍କୁ ମିଳିବ ଉଚିତ ବ୍ୟବହାର । ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ ସିସିଟିଭି ଲାଗିବ । ଆସନ୍ତା ମଙ୍ଗଳବାର କୋର୍ଟରେ ପରବର୍ତ୍ତୀ ଶୁଣାଣି ହେବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking