ଭୁବନେଶ୍ୱର: ବହୁଚର୍ଚ୍ଚିତ ଭରତପୁର ଥାନା ମେଜର ଓ ବାନ୍ଧବୀ ବିବାଦ ମାମଲା । ରାଜ୍ୟ ସରକାରଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ । ରିପୋର୍ଟ ପ୍ରଦାନ କଲେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନ । ୨୮୨ ପୃଷ୍ଠାର ରିପୋର୍ଟ ପ୍ରଦାନ କରାଯାଇଛି । ୫ ମାସ ୧୦ ଦିନ ତଦନ୍ତ ପରେ ରିପୋର୍ଟ ପ୍ରଦାନ କରାଯାଇଛି । ୫୨୫ଟି ସତ୍ୟପାଠକୁ ତର୍ଜମା କରାଯାଇଥିଲା । ମାମଲାରେ ପାଞ୍ଚ ଜଣଙ୍କୁ ଜେରା କରାଯାଇଥିଲା ।










