23.1 C
Bhubaneswar
Sunday, February 8, 2026
Homeଓଡିଶାଭରତପୁର ମାମଲା : ସୋସିଆଲ ମିଡିଆରେ ଅଧିକ ଚର୍ଚ୍ଚା

ଭରତପୁର ମାମଲା : ସୋସିଆଲ ମିଡିଆରେ ଅଧିକ ଚର୍ଚ୍ଚା

ଭୁବନେଶ୍ୱର : ଭରତପୁର ମାମଲାରେ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି । ଘଟଣାକୁ ସୋସିଆଲ ମିଡିଆରେ  ଅଧିକ ଚର୍ଚ୍ଚା କରାଗଲା । ରାଜନୈତିକ ବୟାନବାଜି ବଢିବାରୁ କମିଶନ ଗଠନ ହେଲା । ତଦନ୍ତରେ ସରକାର ସମ୍ପୁଣ୍ଣ ନିରପେକ୍ଷତା ଅବଲମ୍ବନ କରିଥିଲେ । ବିଭିନ୍ନ ଅଞ୍ଚଳରୁ ୫୦୦ରୁ ଅଧିକ ସତ୍ୟପାଠ ଆସିଥିଲା । ୪୨ ସତ୍ୟପାଠକୁ ବିଚାରକୁ ନିଆଯାଇଛି ।  ୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking