ଭୁବନେଶ୍ୱର : ଭରତପୁର ମାମଲାରେ ବଢିଲା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବଢିଲା । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ କାର୍ଯ୍ୟକାଳ ବୃଦ୍ଧିକଲେ ସରକାର । ୩୧ ଜାନୁଆରୀ ୨୦୨୫ ପର୍ଯ୍ୟନ୍ତ ବଢିଲା କାର୍ଯ୍ୟକାଳ । ୨୨ ନଭେମ୍ବରରେ ସରୁଥିଲା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ । ମେଜର ଓ ବାନ୍ଧବୀଙ୍କୁ ଦୁଃବ୍ୟବହାର ମାମଲାର ତଦନ୍ତ କରୁଛି କମିଶନ ।