26.1 C
Bhubaneswar
Wednesday, February 4, 2026
Homeଓଡିଶାବିଭୀଷଣ ମନ୍ତବ୍ୟ ପାଇଁ ଭକ୍ତଙ୍କ ସଫେଇ

ବିଭୀଷଣ ମନ୍ତବ୍ୟ ପାଇଁ ଭକ୍ତଙ୍କ ସଫେଇ

ଭୁବନେଶ୍ୱର: ‘ବିଭୀଷଣ’ ମନ୍ତବ୍ୟକୁ ନେଇ ପୁଣି ଥରେ ମୁହଁ ଖୋଲିଲେ ପିସିସି ସଭାପତି। କହିଲେ ମୋର ମନ୍ତବ୍ୟକୁ ଘାଣ୍ଟି ଚକଟି ଭିନ୍ନ ଭାବରେ ଚିତ୍ରଣ କରାଯାଉଛି। ପ୍ରଶ୍ନ ପଚରା ଯିବାରୁ ଏଭଳି ମୁଁ କହିଥିଲି। ବିଭୀଷଣ ଭଗବାନଙ୍କ ଶରଣରେ ଥିଲେ, କଥା ଛଳରେ ମୁଁ କହିଥିଲି। ଏ ସମୟରେ ଅଯଥା ବାଦ ବିବାଦ କରନ୍ତୁ ନାହିଁ, କଂଗ୍ରେସ ରିଭାଇଭ୍‌ କରୁଛି। ମୋ ବିରୋଧରେ ସୀମା ବାହାରେ ଅପପ୍ରଚାର, ମୋର କିଛି ହେବ ନାହିଁ। କିଏ ଚାହିଁବ ମୁଁ କାହାର ଗୁଲାମ ହୋଇ କାମ କରିବି, ସେମିତି ହେବ ନାହିଁ । ପିସିସି ସଭାପତି ହଟାଅ ଅଭିଯାନ ନେଇ ମଧ୍ୟ ମତ ରଖିଲେ ଭକ୍ତ। କହିଲେ ନିର୍ବାଚନ ପୂର୍ବରୁ କିଏ ମୁଖ୍ୟମନ୍ତ୍ରୀ ହେବ ବୋଲି ପ୍ରତିଯୋଗିତା ହେଲେ ଚଳିବ। ଏବେ ସେଭଳି ସମୟ ଆସି ନାହିଁ, ଏହା ହେଉଛି ଏକ ଆରମ୍ଭ ମାତ୍ର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking