36.1 C
Bhubaneswar
Thursday, March 5, 2026
Homeଓଡିଶାଭକ୍ତ- ନବୀନ ମିଳନ ପତନର କାରଣ ହେବ

ଭକ୍ତ- ନବୀନ ମିଳନ ପତନର କାରଣ ହେବ

ଭୁବନେଶ୍ୱର: ଭକ୍ତ – ନବୀନ ମିଳନର ପତନର କାରଣ ହେବ କହିଲେ ପ୍ରସନ୍ନ ପାଟ୍ଟଶାଣୀ । ନବୀନ ବାବୁଙ୍କର ଯାହା ପତନ ହୋଇଛି ଆହୁରି ହୋଇଯିବ । ଏମିତି କଣ ହୁଏ, ରେଜଲ୍ଟ ବାହାରିବା ପରେ ମନେ ପକାଇବ । ଦିଲ୍ଲୀପ ରାୟ ତ ଜିତିକି ଅଛନ୍ତି, କେମିତି ଜିତିବେ ପଚାରନ୍ତୁନି । ରାଜନୀତିର ଅନ୍ୟ ନାମ ହେଉଛି ଶଡଯନ୍ତ୍ର କହିଛନ୍ତି, ପ୍ରସନ୍ନ ପାଟ୍ଟଶାଣୀ । ଆଜି ବିଜେଡିର ଦୁଇ ପ୍ରାର୍ଥୀ ନାମାଙ୍କନ ଭରିବା ବେଳେ ନାମାଙ୍କନ କକ୍ଷରେ ଭକ୍ତ ଓ ନୀନ ଏକାଠି ବସିଥିବା ନଜରରେ ଆସିଥିଲେ । ତେବେ ଏହାକୁ ନେଇ ରାଜନୀତି ମହଲରେ ବଡ ପ୍ରଶ୍ନ । ନବୀନ ଏବଂ ଭକ୍ତଙ୍କ ଏକାଠି ବସିବା ଏହା କେଉଁ ଆଡକୁ ଇଙ୍ଗିତ କରୁଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking